Meaning : ସମାଧିଆଦିର ମଣ୍ଡପ
Example :
ଏହି ସମାଧିର ଛାତ କୁଶଳ କାରିଗରମାନଙ୍କଦ୍ୱାରା ତିଆରି କରାଯାଉଛି
Translation in other languages :
समाधि आदि का मंडप।
इस समाधि की छतरी कुशल कारीगरों द्वारा बनाई जा रही है।Meaning : ଘରର ଉପରି ଭାଗ ଯାହା ଅନୁଚ୍ଚ କାନ୍ଥଦ୍ୱାରା ଘେରା ହୋଇଥାଏ
Example :
ପିଲାମାନେ କୋଠା ଉପରେ ଖୁସିରେ ଡିଆଁଡେଇଁ କରୁଛନ୍ତି
Translation in other languages :
Meaning : ଚୂନ, ଗୋଡ଼ିରେ ତିଆରି ହୋଇଥିବା ସେଇ ଛାତର ତଳ ଭାଗ ଯାହା କୋଠରୀର ଉପରଆଡ଼କୁ ଦେଖାଯାଏ
Example :
ସେ କୋଠରୀରେ ବସି ଛାତକୁ ଅନାଉଥିଲା
Synonyms : ଛାତତଳ
Translation in other languages :