Meaning : ଚାରିଆଡ଼କୁ ବିଞ୍ଚିବା
Example :
କୃଷକ ଜମିରେ ମଞ୍ଜି ବିଞ୍ଚୁଛି
Translation in other languages :
Meaning : ହାତ ବା କୌଣସି ଅନ୍ୟବସ୍ତୁଦ୍ୱାରା ପାଣି ଫିଙ୍ଗିବା
Example :
ସେମାନେ ମାଛଧରିବାପାଇଁ ଛାଟୁଛନ୍ତି
Synonyms : ନିକ୍ଷେପକରିବା
Translation in other languages :
Meaning : ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା
Example :
କୃଷକଟି ଖେତରେ ମଞ୍ଜି ବୁଣୁଛି
Synonyms : ବପନକରିବା, ବିକ୍ଷିପ୍ତକରିବା, ବୁଣିବା
Translation in other languages :