Meaning : କାହା ସାଥିରେ କପଟପୂର୍ଣ୍ଣ ବ୍ୟବହାର କରିବା
Example :
ସେ ମୋ ସହିତ ଛଳନା କଲା
Synonyms : ଆଖିରେ ଧୂଳି ଦେବା, ଛଳ କରିବା ଧୋକାଦେବା, ପ୍ରବଞ୍ଚନା କରିବା
Translation in other languages :
किसी के साथ कपटपूर्ण व्यवहार करना।
उसने मुझे छला।