Subscribe
URL of the page has been copied to clipboard.
Meaning : ଯେ ରାଜାଙ୍କ ମୁଣ୍ଡ ଉପରେ ଛତା ଧରିଥାଏ
Example : ଛତ୍ରଧାରୀ ରାଜାଙ୍କ ପଛେପଛେ ଛତ୍ର ଧରି ଚାଲୁଥିଲା
Translation in other languages :हिन्दी
वह जो राजाओं पर छत्र लगाता हो।
Meaning : ଯେଉଁ ଗୌରବଶାଳୀ ରାଜା ପ୍ରତୀକ ରୂପରେ ଛତ୍ର ଲଗାଉଥିଲେ
Example : ଶିବାଜୀ ମହାରାଜା ଜଣେ ଛତ୍ରପତି ଥିଲେ
Synonyms : ଛତ୍ରପତି
Translation in other languages :हिन्दी English
वह गौरवशाली राजा जो प्रतीक चिह्न के रूप में छत्र लगाता था।
A prince or king in India.
Meaning : ଛତ୍ର ଧାରଣ କରିଥିବା ବ୍ୟକ୍ତି
Example : ଛତ୍ରପତି ରାଜାଙ୍କ ଦର୍ଶନ ପାଇଁ ପ୍ରଜାମାନେ ଆତୁର ଥିଲେ
छत्र धारण करनेवाला।
Install App