Meaning : ସଢ଼ି ଯାଇଥିବା ଖାଦ୍ୟ ପଦାର୍ଥରେ ଅଙ୍କୁରିତ ହେଉଥିବା ଏକପ୍ରକାର ବନସ୍ପତି
Example :
ବର୍ଷାଦିନରେ ବହୁତ ଛତୁ ହୋଇଥାଏ
Translation in other languages :
Meaning : କ୍ଷୁଦ୍ର ଉଦ୍ଭିଦଜର ଏକ ଜାତି ଯେଉଁଥିରେ ପତ୍ର-ପୁଷ୍ପ ଆସେନାହିଁ
Example :
କିଛି ଛତୁ ବିଷାକ୍ତ ହୋଇଥିବା ବେଳେ ଆଉ କିଛି ଖିଆ ଯାଇଥାଏ
Translation in other languages :
Any of various fleshy fungi of the subdivision Basidiomycota consisting of a cap at the end of a stem arising from an underground mycelium.
mushroomMeaning : ଏକ ପ୍ରକାରର ଗୁଳ୍ମ ଯାହାକୁ ଖିଆଯାଏ
Example :
ମୋତେ ଛତୁର ସୁପ୍ ବହୁତ ଭଲ ଲାଗେ
Translation in other languages :
Common name for an edible agaric (contrasting with the inedible toadstool).
mushroom