Meaning : ବର୍ଷା କିମ୍ବା ଖରାରୁ ରକ୍ଷା ପାଇବାପାଇଁ ଲୁଗାଆଦିରେ ତିଆରି ହୋଇଥିବା ଏକ ଅଚ୍ଛାଦନ ଯେଉଁଥିରେ ଲଗାଯାଇଥିବା ଧାତୁ ବା କାଠର ବାଡ଼ିକୁ ଲୋକମାନେ ହାତରେ ଧରନ୍ତି "
Example :
ବର୍ଷାରୁ ରକ୍ଷା ପାଇବାପାଇଁ ଲୋକମାନେ ଛତା ବ୍ୟବହାର କରନ୍ତି
Synonyms : ଆତପତ୍ର
Translation in other languages :
A lightweight handheld collapsible canopy.
umbrella