Subscribe
URL of the page has been copied to clipboard.
Meaning : କୌଣସି ବସ୍ତୁ ଘରଘର ବା ଘୁରଘୁର ଶବ୍ଦ କରିବା
Example : ଆମ ରେଡ଼ିଓ ଖରାପ ହୋଇଯାଇଥିବାଯୋଗୁଁ ଚଡ଼ଚଡ଼ ହେଉଛି
Synonyms : ଘଡ଼ଘଡ଼ ହେବା
Translation in other languages :हिन्दी English
किसी वस्तु आदि का घरघर या घुरघुर शब्द करना।
Make a soft swishing sound.
Meaning : ଚଡ଼ଚଡ଼ ଶବ୍ଦକରି ଭାଙ୍ଗିବା
Example : ଭୂଇଁରେ ପଡ଼ିବାମାତ୍ରେ ହିଁ ପାମ୍ପଡ଼ ଚଡ଼ଚଡ଼ ହୋଇ ଭାଙ୍ଗିଗଲା
Synonyms : ଚୁଡୁମୁଡୁ ହେବା
चुरचुर शब्द करके टूटना।
Press or grind with a crushing noise.
Install App