Meaning : କୌଣସି ବସ୍ତୁକୁ ରଗଡ଼ିକରି ଚୂନା କରିବା
Example :
ସେ ଗହମ ପେଷୁଛି
Synonyms : ପେଷିବା
Translation in other languages :
Meaning : ଚୂନା କରିବା ବା ଖଣ୍ଡଖଣ୍ଡ କରିବା
Example :
ହାଲୁଆ ଦୋକାନୀ ସେଓ ଚୂରୁଛି
Synonyms : ଖଣ୍ଡଖଣ୍ଡ କରିବା, ଗୁଣ୍ଡ କରିବା, ଚୂରିବା, ପେଷିବା
Translation in other languages :
Break or fall apart into fragments.
The cookies crumbled.