Meaning : ଯାହା ଜର୍ଜର ବା ଜୀର୍ଣ୍ଣ ନୁହେଁ
Example :
ଏହି ଶରୀର କେବେବି ଅକ୍ଷୟ ନୁହେଁ
Translation in other languages :
Meaning : ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲେ
Example :
ଏହା ଏକ ଦୀର୍ଘସ୍ଥାୟୀ ପରିଯୋଜନା
Synonyms : ଦୀର୍ଘସ୍ଥାୟୀ
Translation in other languages :
Relating to or extending over a relatively long time.
The long-run significance of the elections.