Meaning : କୌଣସି କାରଖାନା, ଘର ଆଦି ଉପରେ ତିଆରି ହୋଇଥିବା କଣା ଯେଉଁଥିରେ ଧୂଆଁ ବାହାରକୁ ବାହାରେ
Example :
କାରଖାନାର ଚିମିନିରୁ ବହୁତ ଧୂଆଁ ବାହାରୁଛି
Synonyms : ଚିମ୍ନି
Translation in other languages :
A vertical flue that provides a path through which smoke from a fire is carried away through the wall or roof of a building.
chimneyMeaning : ମଝିରୁ ବାହାରିଥିବା କାଚ ଆଦିର ନଳୀ ଯେଉଁଥିରେ ଲଣ୍ଠନ ଆଦିର ଧୂଆଁ ବାହାରେ
Example :
ସେ ଚିମିନିର କଳାଅଂଶ ସଫାକରୁଛି
Synonyms : ଚିମ୍ନି
Translation in other languages :