Meaning : ଯାହାର ବର୍ଣ୍ଣନା ହୋଇଛି
Example :
ରାମାୟଣରେ ଭଗବାନ ରାମଙ୍କ ଚରିତ୍ର ବିଶେଷଭାବେ ବର୍ଣ୍ଣିତ ହୋଇଛି
Translation in other languages :
Clearly characterized or delimited.
Lost in a maze of words both defined and undefined.Meaning : ଯାହା ଚିତ୍ରରେ ଅଙ୍କାଯାଇଛି
Example :
କାନ୍ଥରେ ଚିତ୍ରିତ ପଶୁପକ୍ଷୀ ଜୀବନ୍ତ ଲାଗୁଥିଲେ
Translation in other languages :