Meaning : କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
Example :
ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
Translation in other languages :
Meaning : ଏହି କନା, କାଗଜ ଆଦି ଯାହାଉପରେ ଚିତ୍ର କରାଯାଏ
Example :
ଚିତ୍ରକାର ଚିତ୍ରପଟଉପରେ ସୁନ୍ଦର ଚିତ୍ର ତିଆରି କରୁଛି
Synonyms : କାନଭାସ
Translation in other languages :
A white or silvered surface where pictures can be projected for viewing.
projection screen, screen, silver screen