Meaning : କୌଣସି ବସ୍ତୁ ଆଦି ଉପରେ କିଛି ଆଙ୍କିବା କାମ କରୁଥିବା ବ୍ୟକ୍ତି
Example :
ଚିତ୍ରକର କାଚଗିଲାସ ଉପରେ ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଦେଲା
Translation in other languages :
किसी वस्तु आदि पर कुछ उकेरने का काम करने वाला व्यक्ति।
निक्षारक काँच के गिलास पर एक सुंदर चित्र उकेर रहा है।Someone who etches.
etcherMeaning : ଚିତ୍ର ତିଆରି କରୁଥିବା ଲୋକ
Example :
ଚିତ୍ରକର ହନୁମାନଙ୍କ ଚିତ୍ର ତିଆରି କରୁଛି
Synonyms : ଚିତ୍ରଶିଳ୍ପୀ
Translation in other languages :
An artist who paints.
painter