Meaning : ଔଷଧ କାମରେ ଲାଗୁଥିବା ଗୋଟିଏ ଗଛ
Example :
ଚିତାରେ କେତେପ୍ରକାରର ଔଷଧ ତିଆରି ହୁଏ
Translation in other languages :
Any plumbaginaceous plant of the genus Plumbago.
plumbagoMeaning : ବିଲେଇ ଜାତିର ଗୋଟିଏ ହିଂସ୍ର ଜଙ୍ଗଲୀ ପଶୁ
Example :
ଚିତାବାଘ ଖୁବ ଜୋରରେ ଦୌଡ଼ିପାରିବା ପଶୁ
Translation in other languages :
Meaning : ଶବ ଜଳାଯାଉଥିବା ବଛାବଛା କାଠର ଗଦା
Example :
ଆଜିର ପରିବେଶ ଦେଖି ଏଭଳି ଲାଗୁଛି ଯେ ଗାନ୍ଧିଙ୍କ ଚିତା ସହିତ ହିଁ ଆପଣାଆପଣା ମଧ୍ୟରେ ସଦ୍ଭାବ, ପ୍ରେମ,ଅହିଂସା ସବୁକିଛି ଜଳି ପାଉଁଶ ହୋଇଗଲାଣି
Translation in other languages :