Meaning : ତେଲ, ଘିଅ ଆଦି ଚିକଣିଆ ପଦାର୍ଥ
Example :
ଯନ୍ତ୍ରପାତିକୁ ଘର୍ଷଣରୁ ରକ୍ଷାକରିବାପାଇଁ ମଧ୍ୟ ଚିକ୍କଣିଆ ପଦାର୍ଥର ବ୍ୟବହାର କରାଯାଏ
Synonyms : ତୈଳାକ୍ତ ପଦାର୍ଥ
Translation in other languages :
A substance capable of reducing friction by making surfaces smooth or slippery.
lube, lubricant, lubricating substance, lubricator