Subscribe
URL of the page has been copied to clipboard.
Meaning : ଉପରେ ଟାଣିବାପାଇଁ ଧଳା ବା ରଙ୍ଗୀନ କପଡ଼ା
Example : ଭଗବାନଙ୍କ ମୂର୍ତ୍ତି ଉପରେ ଚାନ୍ଦୁଆ ଟାଣିଦିଅ
Translation in other languages :हिन्दी
ऊपर तानने का सफेद या रंगीन कपड़ा।
Meaning : ଖରାରୁ ସୁରକ୍ଷା ପାଇବା ପାଇଁ ବନ୍ଧାଯାଉଥିବା ପାଲ
Example : ତମ୍ବୁ ଭିତରେ ବି ବହୁତ ଗରମ
Synonyms : ତମ୍ବୁ, ପାଲ, ସାମିୟାନା
धूप आदि से बचने के लिए ताना जानेवाला चँदोआ।
Meaning : ଲୁଗା, ଫୁଲଆଦିରେ ସଜା ଯାଇଥିବା ଛୋଟ ମଣ୍ଡପ
Example : ଅତିଥିମାନଙ୍କ ଜଳଖିଆ ବ୍ୟବସ୍ଥା ମନ୍ଦିର ପାଖ ଚାନ୍ଦୁଆରେ କରାଯାଇଛି
Synonyms : ଖଞ୍ଜାଶାଳ, ଛାମୁଣ୍ଡିଆ
कपड़े, फूलों आदि का छोटा मंडप।
Install App