Meaning : ଯେଉଁ କଳାଦାଗ ବା ଚିହ୍ନ ଉପରେ ଅଭ୍ୟାସ ନିମନ୍ତେ ନିଶାଣ ଲଗାଯାଏ
Example :
ସେ ପ୍ରଥମ ନିଶାଣରେ ଚାନ୍ଦ ଭେଦ କରିଦେଲା
Translation in other languages :
वह काला दाग या चिह्न जिस पर अभ्यास के लिए निशाना लगाया जाता है।
उसने पहले ही निशाने में चाँद को भेद दिया।Meaning : ପୃଥିବୀ ଚାରିପଟେ ବୁଲୁଥିବା ଏକ ଉପଗ୍ରହ
Example :
ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ
Synonyms : ଇନ୍ଦୁ, କଳାନିଧି, ଚନ୍ଦ୍ର, ଜହ୍ନ, ଜ୍ୟୋତ୍ସ୍ନା, ନିଶାକାର, ନିଶାମଣି, ନିଶିକାନ୍ତ, ରଜନୀଶ, ରାକେଶ, ଶମ୍ଭୁଶେଖର, ଶଶାଙ୍କ, ଶଶୀ, ଶିବଶେଖର, ସୁଧାଂଶୁ, ସୁଧାକର, ହିମାଂଶୁ
Translation in other languages :
पृथ्वी के चारों ओर चक्कर लगाने वाला एक उपग्रह।
चंद्रमा सूर्य के प्रकाश से प्रकाशित होता है।The natural satellite of the Earth.
The average distance to the Moon is 384,400 kilometers.Meaning : ଚନ୍ଦ୍ର ଆକୃତିରେ ଗଢ଼ା ଯାଇଥିବା ବସ୍ତୁ
Example :
ମୂର୍ତ୍ତିକାର ଧାତୁରେ ତିଆରି ଏକ ଚନ୍ଦ୍ରମା ତିଆରି କରି ଶଙ୍କରଙ୍କ ମୂର୍ତ୍ତୀର ଶିର ଉପରେ ଲଗାଇଦେଲେ
Translation in other languages :
Any object resembling a moon.
He made a moon lamp that he used as a night light.Meaning : ଦିତୀୟା ଚାନ୍ଦ ଆକାରର ଏକ ଗହଣା
Example :
ଶୀଲା ହୀରା ଲଗାଯାଇଥିବା ଚାନ୍ଦ ପିନ୍ଧିଛି
Translation in other languages :