Meaning : ସୌରଜଗତର ସବୁଠାରୁ ଛୋଟ ଗ୍ରହ ଯାହା ଅନ୍ୟ ଗ୍ରହ ଅପେକ୍ଷା ସୂର୍ଯ୍ୟଙ୍କର ନିକଟରେ ଅଛି
Example :
ବୈଜ୍ଞାନିକମାନଙ୍କ ମତରେ ବୁଧ ଗ୍ରହରେ ଜୀବନ ଅସମ୍ଭବ
Synonyms : ଚନ୍ଦ୍ରକୁମାର, ବୁଧ, ବୁଧଗ୍ରହ
Translation in other languages :
The smallest planet and the nearest to the sun.
mercury