Meaning : ମୁଣ୍ଡରୁ ବାଳ ଝଡ଼ିଯିବାର ଅବସ୍ଥା
Example :
ଚନ୍ଦା ହେତୁ ସେ ନିଜ ବୟସ ଠାରୁ ବୟସ୍କ ଦିଶୁଛନ୍ତି
Translation in other languages :
Meaning : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି
Example :
କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି
Synonyms : କେଶହୀନ, ନଣ୍ଡା, ବାଳହୀନ, ଲଣ୍ଡା
Translation in other languages :
Lacking hair on all or most of the scalp.
A bald pate.