Meaning : ଚାରି ଆଡ଼ୁ ଖୋଲା ହୋଇଥିବା ସ୍ଥାନ ଯେଉଁଠି ବହୁତ ଲୋକ ବସନ୍ତି
Example :
ଗାଁର ଚଉପାଢିରେ ଲୋକମାନେ ପଞ୍ଚାୟତ କରିବାପାଇଁ ଏକାଠି ହୋଇଛନ୍ତି
Synonyms : ଚଉପାଢି
Translation in other languages :
Meaning : କୂଅ ପରିସରର ଯେଉଁ ସ୍ଥାନରେ ଠିଆ ହୋଇ ପାଣି କାଢ଼ନ୍ତି
Example :
ଚଉତରା ବହୁତ ଆବୁଡ଼ାଖାବୁଡ଼ା ହୋଇଯାଇଛି
Translation in other languages :