Meaning : ଉଦ୍ଦାମତାର ସହିତ ଖେଳିବା
Example :
ପିଲାମାନେ ପଡ଼ିଆରେ ଡିଆଁଡ଼େଇଁ କରୁଛନ୍ତି
Synonyms : ଖେଳକୁଦ କରିବା, ଡିଆଁକୁଦା କରିବା, ଡିଆଁଡ଼େଇଁ କରିବା
Translation in other languages :
Meaning : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା
Example :
କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ
Synonyms : ଉତ୍ପାତ କରିବା, କୋଳାହଳ କରିବା, ଚିତ୍କାର କରିବା, ପାଟିତୁଣ୍ଡ କରିବା, ହୁରି ପକାଇବା, ହୋ ହଲ୍ଲା କରିବା
Translation in other languages :
* कोई उत्सव आदि शोरगुल के साथ मनाना।
कल रात समारोह में हम लोगों ने बहुत हुड़दंग मचाया।