Meaning : କାନ୍ଥ ବାହାରେ ବାହାରିଥିବା ପଥର ଖଣ୍ଡ ଯାହା ଉପରର ଭାର ସମ୍ଭାଳିବା ପାଇଁ ଲଗା ଯାଇଥାଏ
Example :
ତାକୁ ଘୋଡ଼ିଆରେ ଚୋଟ ଲାଗିଯାଇଛି
Synonyms : ଘୋଡ଼ା
Translation in other languages :
Meaning : ଚାରିଗୋଡ଼ଯୁକ୍ତ ଯେଉଁ ବ୍ୟବସ୍ଥା ଉପରେ ସମତଳ ପଟା ଆଦି ରଖାଯାଏ
Example :
କୃଷକ ଦୁଇଟି ଘୋଡ଼ିଆ ଉପରେ ପଟା ରଖି ତା ଉପରେ ଧାନ ବସ୍ତା ରଖୁଛି
Translation in other languages :