Subscribe
URL of the page has been copied to clipboard.
Meaning : ଅଙ୍ଗିରାଙ୍କ ପୁତ୍ର ରୂପେ ପରିଗଣିତ ଜଣେ ପୌରାଣିକ ଋଷି
Example : ଘୋର ଋଷି ବ୍ରହ୍ମାଙ୍କ ନାତି ଥିଲେ
Synonyms : ଘୋର ଋଷି
Translation in other languages :हिन्दी English
एक पौराणिक ऋषि जो अंगिरा के पुत्र माने जाते हैं।
A mentor in spiritual and philosophical topics who is renowned for profound wisdom.
Meaning : ବହୁତ ଗଭୀର ପରିଣାମ
Example : ହତ୍ୟା ଏକ ସାଂଘାତିକ ଅପରାଧ
Synonyms : ବିକଟ, ଭୀଷଣ, ଭୟଙ୍କର, ଭୟାବହ, ସାଂଘାତିକ
Translation in other languages :हिन्दी
बहुत गहरे परिणाम वाला।
Meaning : ଆବଶ୍ୟକତାଠାରୁ ଅଧିକ ବା ବହୁତ ଅଧିକ
Example : ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା
Synonyms : ପ୍ରବଳ, ଭୀଷଣ, ଭୟଙ୍କର, ଭୟାନକ
आवश्यकता से अधिक या बहुत ही अधिक।
Unusually great in degree or quantity or number.
Meaning : ଯାହା ବିଦାରକ ବା ଶେଷକରିଦେଇପାରେ
Example : ରାମଙ୍କ ବନବାସ ଯିବାପରେ ରାଜା ଦଶରଥ ତାଙ୍କର ଅନୁପସ୍ଥିତିକୁ ସହିପାରିଲେ ନାହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଗଲା
Synonyms : ଦାରୁଣ, ଭୀଷଣ, ଭୟଙ୍କର
जो विदारक या फाड़नेवाला हो।
Install App