Subscribe
URL of the page has been copied to clipboard.
Meaning : ସେହି ଗୋଡ଼ିଯୁକ୍ତ ପୋଲା ଧାତୁ ଅଳଙ୍କାର ଯାହା ହଲିଲେ ଝୁମଝୁମ ବାଜେ
Example : ପିଲାର ଅଣ୍ଟାରେ ଘୁଙ୍ଗୁର ବନ୍ଧା ହୋଇଥିଲା
Synonyms : ନୂପୁର, ମଞ୍ଜୀର
Translation in other languages :हिन्दी English
धातु की वह पोली गुरिया जो हिलने से घनघन बजती है।
A hollow device made of metal that makes a ringing sound when struck.
Meaning : ନାଚ କରୁଥିବା ଲୋକଙ୍କ ପାଦର ଏକ ଆଭୂଷଣ
Example : ପ୍ରସିଦ୍ଧ ନର୍ତ୍ତକ ବୈଜୂ ମହାରାଜ ନିଜ ଘୁଙ୍ଗୁରଦ୍ୱାରା ନାନା ପ୍ରକାର ସ୍ୱର ବାହାର କରନ୍ତି
Translation in other languages :हिन्दी
नाचने वालों के पैरों का एक आभूषण।
Meaning : ଧାତୁରେ ତିଆରି ହୋଇଥିବା ପୋଲା ଗୋଡ଼ିଯୁକ୍ତ ମାଳ
Example : ସେ ଘୁଙ୍ଗୁର ପିନ୍ଧି ନାଚୁଥିଲା
Synonyms : ଘୁଂଗୁର
धातु की बनी हुई पोली गुरियों की लड़ी।
Install App