Subscribe
URL of the page has been copied to clipboard.
Meaning : ଦୁଧ ଆଦି ଦ୍ରବ୍ୟକୁ ଚୁଲି ଉପରେ ବସାଇ ବହଳା କରିବାର କାମ
Example : ଚାରିକିଲୋ ମଇଁଷି ଦୁଧ ଆଉଟିଲେ ଏକ କିଲୋ ରାବିଡି ମିଳେ
Synonyms : ଆଉଟିବା
Translation in other languages :हिन्दी English
आग पर चढ़ाकर दूध आदि द्रव पदार्थों को गाढ़ा करने की क्रिया।
The act of increasing the density of something.
Meaning : ଏକତ୍ରିତ ହୋଇଥିବା ବସ୍ତୁଆଦିକୁ ଏପଟ ସେପଟକରିବା ବା ଏପାଖ ସେପାଖ କରିବାପାଇଁ ଚେଷ୍ଟା କରିବା
Example : କୁକୁର ଅଳିଆଗଦାକୁ ଘାଣ୍ଟୁଛି
Synonyms : ଖେଳାଇବା
Translation in other languages :हिन्दी
ढेर आदि को इधर-उधर करना या इधर-उधर करने की कोशिश करना।
Install App