Subscribe
URL of the page has been copied to clipboard.
Meaning : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
Example : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
Synonyms : କଳଶ, କୁମ୍ଭ, ମାଠିଆ
Translation in other languages :हिन्दी English
पानी भरने या रखने का एक बर्तन।
A large vase that usually has a pedestal or feet.
Meaning : ମୃତକ କ୍ରିୟାରେ ଅଶ୍ୱତ୍ଥ ବୃକ୍ଷରେ ବନ୍ଧା ଯାଉଥିବା କଳସୀ
Example : ମହାବ୍ରାହ୍ମଣ ହିଁ ଘଟ ଭାଙ୍ଗିବାର ଅଧିକାରୀ
Translation in other languages :हिन्दी
वह घड़ा जो मृतक की क्रिया में पीपल में बाँधा जाता है।
Meaning : ଏକ ପ୍ରକାରର ମାଠିଆ ଯାହାର ଉପଯୋଗ ବାଦ୍ୟ ଯନ୍ତ୍ର ରୂପରେ କରାଯାଇଥାଏ
Example : ସେ ମାଠିଆ ବଜାଇବାରେ ନିପୁଣ
Synonyms : ମାଠିଆ
एक प्रकार का घड़ा जिसका उपयोग वाद्य यंत्र के रूप में किया जाता है।
Install App