Subscribe
URL of the page has been copied to clipboard.
Meaning : ଅନ୍ୟଦ୍ୱାରା ଉଡ଼ାଇବା କାମ କରିବା
Example : କୃଷକ ପିଲାମାନଙ୍କଦ୍ୱାରା ମକା ଖାଉଥିବା ପକ୍ଷୀମାନଙ୍କୁ ଉଡ଼ାଇଦେଲା
Synonyms : ଉଡ଼ାଇବା
Translation in other languages :हिन्दी
उड़ाने का कार्य दूसरे से कराना।
Meaning : ଡରାଇ-ଧମକାଇ କାହାରିକୁ କୌଣସି ସ୍ଥାନରୁ ହଟାଇବା
Example : ରାଜୀବ ଦୁଆର ମୁହଁରେ ଥିବା କୁକୁରକୁ ଘଉଡ଼ାଇଲା
Synonyms : ତଡ଼ିବା
Translation in other languages :हिन्दी English
डरा-धमकाकर किसी को कहीं से हटाना।
Cause to flee.
Install App