Subscribe
URL of the page has been copied to clipboard.
Meaning : ମନୁଷ୍ୟ ଜୀବନରେ ଅଲଗା ଅଲଗା ଗ୍ରହମାନଙ୍କର ନିଶ୍ଚିତ ଭୋଗକାଳ
Example : ଏବେ ମୋର ଗ୍ରହଦଶା ବହୁତ ଭଲଚାଲିଛି
Synonyms : କାଳ, ଗ୍ରହ, ଗ୍ରହଦଶା, ଦଶା
Translation in other languages :हिन्दी
मनुष्य के जीवन में अलग-अलग ग्रहों के निश्चित भोगकाल।
Install App