Meaning : ସଂପୂର୍ଣ୍ଣ ରୂପେ ଅଧିକ ସମୟଧରି ଯେଉଁ ଗ୍ରହଣରେ ସୂର୍ଯ୍ୟ ବା ଚନ୍ଦ୍ର ମଣ୍ଡଳ ଲୁଚି ରହିଥାଏ
Example :
ଗ୍ରହଣ କାଳରେ ଖାଲି ଆଖିରେ ଆକାଶକୁ ଅନାଇବା ମନା
Meaning : କାହାରିଠୁ କିଛି ନେବାର କ୍ରିୟା
Example :
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
Synonyms : ନେବା
Translation in other languages :
Meaning : ସୂର୍ଯ୍ୟ, ଚନ୍ଦ୍ର ବା କୌଣସି ଅନ୍ୟ ଜ୍ୟୋତିପିଣ୍ଡ ସାମ୍ନାରେ ଅନ୍ୟ ଏକ ଗ୍ରହ ବା ଉପଗ୍ରହ ଆସିଗଲେ ତା’ର ଆଲୋକ- ପ୍ରବାହରେ ବାଧାପ୍ରାପ୍ତ ହେବା
Example :
ସୂର୍ଯ୍ୟ ପରାଗ ଅମାବସ୍ୟା ଦିନ ହିଁ ହୁଏ
Translation in other languages :
Meaning : ଆପଣେଇବା ବା ଗ୍ରହଣ କରିବାର ପ୍ରକ୍ରିୟା
Example :
ବିବାହର ଦୁଇବର୍ଷ ପରେ ମଧ୍ୟ ବରୁଣ ତା ସ୍ତ୍ରୀକୁ ସ୍ୱୀକାର କରିପାରିଲାନାହିଁ
Translation in other languages :