Subscribe
URL of the page has been copied to clipboard.
Meaning : ଯାହାକୁ କୌଣସି ପ୍ରକାରର ବ୍ୟଥା ବା କଷ୍ଟ ହୁଏ
Example : ବନ୍ୟାପୀଡ଼ିତ ଲୋକଙ୍କ ନିକଟରେ ଶୀଘ୍ର ଖାଦ୍ୟ ସାମଗ୍ରୀ ପହଞ୍ଚାଯିବ ବ୍ୟଥିତ ହୃଦୟରେ ସେ ନିଜ ଘର ଛାଡ଼ିଲେ
Synonyms : ଆକ୍ରାନ୍ତ, ପୀଡ଼ିତ, ବ୍ୟଥିତ
Translation in other languages :हिन्दी
जिसे किसी प्रकार की व्यथा या कष्ट हो।
Meaning : ଭୋଗୁଥିବାର ଅବସ୍ଥା
Example : ରୋଗଗ୍ରସ୍ତ ହୋଇ ବି ସେ ଚିକିତ୍ସା କରୁନାହିଁ
पकड़ा हुआ।
Meaning : ଗିଳା ଯାଇଥିବା
Example : ରାହୁ ଓ କେତୁଦ୍ୱାରା ଗ୍ରସ୍ତ ଜହ୍ନ ଆକାଶରେ ଦିଶୁନାହିଁ
Synonyms : ଗ୍ରାସିତ, ଭକ୍ଷିତ
निगला हुआ।
Install App