Meaning : ଯେଉଁ ସ୍ଥାନର ଶେଷ ବା ସମାପ୍ତି ନିର୍ଦ୍ଦିଷ୍ଟ ହୋଇଥାଏ (ଯେପରି ଯାତ୍ରା ବା ଦୌଡ଼ ଆଦିରେ)
Example :
ଦୌଡ଼ ପ୍ରତିଯୋଗିତାରେ ଏକସଙ୍ଗେ ଦୁଇଜଣ ଧାବକ ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ
Synonyms : ଗନ୍ତବ୍ୟ, ଲକ୍ଷ୍ୟସ୍ଥଳ
Translation in other languages :
The place designated as the end (as of a race or journey).
A crowd assembled at the finish.