Meaning : ଗଙ୍ଗୋତ୍ରୀରେ ଗାଈମୁହଁ ପରି ଦିଶୁଥିବା ସ୍ଥାନ ଯେଉଁଠାରୁ ଗଙ୍ଗାର ସୃଷ୍ଟି ହୋଇଛି
Example :
ଗଙ୍ଗାର ଧାରା ସବୁବେଳେ ଗୋମୁଖୀରୁ ପ୍ରବାହିତ ହେଉଛି
Synonyms : ଗୋମୁଖୀ
Translation in other languages :
Meaning : ଗୋଟିଏ ଶଙ୍ଖ ଯାହାର ଆକାର ଗାଈମୁହଁ ପରି
Example :
ପୁଜାରୀ ଗୋମୁଖ ବଜାଉଛନ୍ତି
Translation in other languages :