Meaning : ଯେ କୌଣସି କଥା ଅଥବା ବସ୍ତୁର ଅନୁସନ୍ଧାନ କରେ
Example :
ଅନ୍ତତଃ ଅନୁସନ୍ଧାନକାରୀଙ୍କ ଦଳ ହତ୍ୟାକାରୀର ସନ୍ଧାନ ପାଇଗଲେ
Synonyms : ଅନୁସନ୍ଧାନକାରୀ, ଗୋଏନ୍ଦା
Translation in other languages :
Meaning : ଗୁପ୍ତରେ କୌଣସି ଖବର ସନ୍ଧାନ କରୁଥିବା ବ୍ୟକ୍ତି
Example :
ଗୁପ୍ତଚରଙ୍କ ସୂଚନା ଅନୁସାରେ ନକଲି ନୋଟ୍ ଛାପୁଥିବା ଗୋଟିଏ ଦଳକୁ ପୋଲିସ୍ ଧରିଛନ୍ତି
Translation in other languages :