Meaning : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା
Example :
ଭାନୁ ଦୋକାନରେ ରସଗୋଲା ଗିଳୁଛି
Synonyms : ଗିଳିବା, ଗ୍ରାସକରିବା
Translation in other languages :
Meaning : ପୁରା ପେଟଭରି ଖାଇବା
Example :
ମୁଁ ଆଜି ପାର୍ଟିରେ ଖୁବ ଠୁଙ୍କିଲି
Synonyms : ଠୁଙ୍କିବା, ତଣ୍ଟିଯାଏ ଖାଇବା
Translation in other languages :