Meaning : ଜମି ବା ପହାଡ଼ ତଳେ ବା ଭିତରେ ବିସ୍ତୃତ ଓ ଖାଲି ଜାଗା ଯେଉଁଠାରେ ପ୍ରାୟ ପଶୁମାନେ ରହନ୍ତି
Example :
ବାଘ ଗୁମ୍ଫାରେ ରହେ
Synonyms : କନ୍ଦର, କନ୍ଦରା, ଖୋଲ, ଗହ୍ୱର, ଗୁମ୍ଫା
Translation in other languages :
A geological formation consisting of an underground enclosure with access from the surface of the ground or from the sea.
cave