Meaning : ବେସନ, ପିଠଉ ଆଦିରେ ପ୍ରସ୍ତୁତ ଗୋଲ ଗୁଳା
Example :
ଭାଉଜ କଡ଼ିରେ ପକାଇବା ଲାଗି ଗୁଳା ତିଆରି କରୁଛନ୍ତି
Synonyms : ବଡ଼ି
Translation in other languages :
Meaning : ରୁଟି ତିଆରି କରିବାପାଇଁ ଚକଟା ଅଟାର ଛୋଟ ଅଂଶ
Example :
ମାଆ ପୁରି ତିଆରି କରିବାପାଇଁ ଛୋଟ ଛୋଟ ଗୁଳା କରୁଛି
Translation in other languages :
गुँधे हुए आटे का छोटा टुकड़ा जिसे बेलकर रोटी बनाई जाती है।
माँ पूरी बनाने के लिए छोटी-छोटी लोई काट रही है।