Meaning : ଏକ ଗୋଳ ଫଳ ଯାହାକୁ କାଟି ପାନ ଆଦିସହ ବା ଖାଲି ଖିଆଯାଏ
Example :
ପୂଜାରେ ମଧ୍ୟ ଗୁଆର ଉପଯୋଗ ହୁଏ
Translation in other languages :
Meaning : ନଡ଼ିଆ ଜାତୀୟ ଏକ ବୃକ୍ଷ ଯେଉଁଥିରେ ଛୋଟ ଗୋଲଗୋଲ ଫଳ ଧରେ
Example :
ଗୁଆଗଛରେ ଡାଳ ନ ଥାଏ
Translation in other languages :
Southeastern Asian palm bearing betel nuts (scarlet or orange single-seeded fruit with a fibrous husk).
areca catechu, areca palm, betel palm