Subscribe
URL of the page has been copied to clipboard.
Meaning : ସଉକରେ ଖାଇବାପାଇଁ ଛୋଟ ଛୋଟ ପୁଡିଆରେ ମିଳୁଥିବା ଏକ ପ୍ରକାର ପଦାର୍ଥ ଯାହା ତମାଖୁମିଶ୍ରିତ ବି ହୋଇପାରେ
Example : କେତେକ ଲୋକଙ୍କର ଗୁଟଖା ଖାଇବାରେ ରୁଚି ଥାଏ
Synonyms : ଗୁଟୁକା
Translation in other languages :हिन्दी
छोटी-छोटी पुड़िया में मिलने वाली शौकिया तौर पर खाई जानेवाली एक वस्तु जो तंबाकू मिश्रित भी हो सकती है।
Meaning : ଚୂନ ସହିତ ଦଳି ଖିଆଯାଉଥିବା ତମାଖୁ ବା ଧୂଆଁପତ୍ର
Example : ଖଇନି ଖାଇବା ତାର ଅଭ୍ୟାସରେ ପଡ଼ିଗଲାଣି
Synonyms : ଖଇନି, ଚୂନିପତ୍ର
चूने के साथ मलकर खाया जाने वाला तम्बाकू या सुरती का पत्ता।
Install App