Subscribe
URL of the page has been copied to clipboard.
Meaning : ପକ୍ଷି ଇତ୍ୟାଦିର ମଧୁର ଧ୍ୱନି
Example : ବଗିଚାରେ ପକ୍ଷିମାନଙ୍କର ଗୁଞ୍ଜନ ମନକୁ ଲୋଭିତ କରେ
Synonyms : କଳରବ
Meaning : ଭଅଁର ଉଡିବାରୁ ହେଉଥିବା ଶବ୍ଦ
Example : ଭଅଁରର ଗୁଞ୍ଜନ ମନଲୋଭା
Translation in other languages :हिन्दी English
भौंरे के उड़ने से होनेवाला शब्द।
A humming noise.
Install App