Subscribe
URL of the page has been copied to clipboard.
Meaning : ଆଜିର ପୂର୍ବଦିନ
Example : ଏହି ଲେଖା ଗଲାକାଲିର ଖବର କାଗଜରେ ବାହାରିଥିଲା
Synonyms : ଗତକାଲି
Translation in other languages :हिन्दी English
आज से एक दिन पहले वाला दिन।
The day immediately before today.
Meaning : ବିତି ଯାଇଥିବା ସମୟ ବା କାଳ
Example : ଏହି ଉପନ୍ୟାସ ଅତୀତର ଘଟଣାବଳୀ ଉପରେ ଆଧାରିତ ଗଲାକାଲିର କଥାକୁ ମନେ ପକେଇ ଦୁଃଖି ହେବା ଉଚିତ ନୁହେଁ
Synonyms : ଅତୀତ, ଗତକାଲି
Translation in other languages :हिन्दी
बीता हुआ समय या काल।
Install App