Subscribe
URL of the page has been copied to clipboard.
Meaning : ପାଣି ଭରିବାର ମାଟିର ଛୋଟ ପାତ୍ର
Example : ସେ କଳସୀରେ ପାଣି ଭରି ଆଣିଛି
Synonyms : କଳସୀ, ମାଠିଆ
Translation in other languages :हिन्दी
पानी भरने का मिट्टी का छोटा बर्तन।
Meaning : ଛୋଟ ମୁହଁ ଓ ଚଉଡ଼ା ଫନ୍ଦବାଲା ବାସନ
Example : ଏହି ଗରାରେ ଅନୁମାନରୁ ଅଧିକ ପାଣି ଧରୁଛି
छोटे मुँह और चौड़ी पेंदी वाला बर्तन।
Meaning : ଧାତୁନିର୍ମିତ ବଡ଼ ପାତ୍ର
Example : ପିଲାଟି ଗରାକ ଯାକ ପାଣି ତଳେ ଅଜାଡ଼ି ଦେଲା
Synonyms : ଗଗରା
धातु का बड़ा घड़ा।
Meaning : ପାଣି ରଖିବାପାଇଁ ଲୁହା, ପିତ୍ତଳଆଦିର ଚଉଡ଼ା ମୁହଁ ଥିବା ଏକ ବଡ଼ ପାତ୍ର
Example : ଗରା ପାଣିରେ ଭର୍ତ୍ତି ହୋଇଛି
पानी रखने का लोहे,पीतल आदि का चौड़े मुँह का एक बड़ा बरतन।
Install App