Meaning : ମୀନାରର ଉପରି ଭାଗ ଅଥବା କୌଣସି ଅଟ୍ଟାଳିକାର ଉପରେ ତିଆରି ମୀନାର
Example :
ଗମ୍ବୁଜ ଉପରେ ଉଡ଼ୁଥିବା ପତକା ଦୂରରୁ ଦେଖାଯାଏ
Translation in other languages :
A small tower extending above a building.
turretMeaning : ଦୁର୍ଗର କାନ୍ଥରେ କିଛି ଦୂରରେ ତ୍ରିକୋଣାକାରର ସ୍ଥାନ
Example :
ଗମ୍ବୁଜର ରକ୍ଷାପାଇଁ ସିପାହୀ ଲଢୁଥିଲେ
Translation in other languages :
A rampart built around the top of a castle with regular gaps for firing arrows or guns.
battlement, crenelation, crenellation