Meaning : ମିତ୍ରମାନଙ୍କ ଭିତରେ ହେଉଥିବା ହାସପରିହାସ
Example :
ଥଟ୍ଟାମଜା ବନ୍ଦ କର ଓ ନିଜନିଜ କାମରେ ଲାଗିଯାଅ
Synonyms : ଥଟ୍ଟା ପରିହାସ, ଥଟ୍ଟାମଜା
Translation in other languages :
Meaning : ଏଣୁତେଣୁ କଥା ବା ଅନୌପଚାରିକ କଥାବାର୍ତ୍ତା
Example :
ଫାଲତୁ ଗପସପରେ ସମୟ ନଷ୍ଟ କର ନାହିଁ
Translation in other languages :
इधर-उधर की बात या अनौपचारिक बातचीत।
फालतू की गपशप में समय नष्ट न करो।Light informal conversation for social occasions.
causerie, chin wag, chin wagging, chin-wag, chin-wagging, chit chat, chit-chat, chitchat, gab, gabfest, gossip, small talk, tittle-tattle