Meaning : ଏକସାଥିରେ ବହୁତ ବା ଠୁଳ ମାଲ୍ କିଣିବା ବା ବିକିବା କାମ
Example :
ଜ୍ଞାନଚାନ୍ଦ ଗଦି ବେପାରୀ
Synonyms : ଥୋକ ବେପାରୀ, ମୋଟା ବେପାରୀ, ହୋଲସେଲର୍
Translation in other languages :
The selling of goods to merchants. Usually in large quantities for resale to consumers.
wholesale