Subscribe
URL of the page has been copied to clipboard.
Meaning : ଆଜିର ପୂର୍ବଦିନ
Example : ଏହି ଲେଖା ଗଲାକାଲିର ଖବର କାଗଜରେ ବାହାରିଥିଲା
Synonyms : ଗଲାକାଲି
Translation in other languages :हिन्दी English
आज से एक दिन पहले वाला दिन।
The day immediately before today.
Meaning : ବିତି ଯାଇଥିବା ସମୟ ବା କାଳ
Example : ଏହି ଉପନ୍ୟାସ ଅତୀତର ଘଟଣାବଳୀ ଉପରେ ଆଧାରିତ ଗଲାକାଲିର କଥାକୁ ମନେ ପକେଇ ଦୁଃଖି ହେବା ଉଚିତ ନୁହେଁ
Synonyms : ଅତୀତ, ଗଲାକାଲି
Translation in other languages :हिन्दी
बीता हुआ समय या काल।
Meaning : ଆଜିର ଏକ ଦିନ ପୂର୍ବରୁ
Example : ମୁଁ ଗତକାଲି ଏଠାରେ ନ ଥିଲି
आज से एक दिन पहले के बीते हुए दिन को।
Install App