Subscribe
URL of the page has been copied to clipboard.
Meaning : ଛୋଟ ଛୋଟ କୋଠରି
Example : ଆମର ପୁରୁଣା ରୋଷେଇ ଘରରେ ପାଞ୍ଚଟି ଥାକ ଥିଲା
Synonyms : କୋଠରି, ଥାକ
Translation in other languages :हिन्दी English
छोटा कमरा।
Any small compartment.
Meaning : ଘେରକରି ତିଆରି କରାଯାଇଥିବା ଏକ ପ୍ରକାର ଛୋଟ ଦୋକାନ
Example : ସେ ପ୍ରତିଦିନ ଚା ପିଇବାପାଇଁ ଏହି ଖୋଲିକୁ ଆସେ
Synonyms : ଗୁମୁଟି
घेरकर बनाई गई एक प्रकार की छोटी दूकान।
Small area set off by walls for special use.
Meaning : ଗୋଟିଏ ବଖରା ଭିତରେ ଆଉ ଏକ ଛୋଟ ବଖରା
Example : ବମ୍ବେରେ ବହୁତ ଲୋକ ଖୋଲିରେ ଜୀବନଯାପନ କରୁଛନ୍ତି
Translation in other languages :हिन्दी
एक कमरे का छोटा घर।
Install App