Subscribe
URL of the page has been copied to clipboard.
Meaning : ଖୋଦେଇ ହୋଇଥିବା
Example : ଭୂ-ସର୍ବେକ୍ଷଣରୁ ସପ୍ତମ ଶତାବ୍ଦୀରେ ଖୋଦିତ ଶିଳାଲେଖ ମିଳିଛି
Synonyms : ଉତ୍କୀର୍ଣ୍ଣ
Translation in other languages :हिन्दी English
खुदा हुआ।
Cut or impressed into a surface.
Meaning : ଯାହା ଖୋଳା ହୋଇଥାଏ
Example : କୃଷକଟି ଖୋଦିତ ଭୂମିକୁ ପୂର୍ଣ୍ଣକରି କୃଷିଯୋଗ୍ୟ କରୁଛି
Synonyms : ଖନିତ
Install App