Meaning : କୌଣସି କଠିନ ଜିନିଷରେ ଧାରୁଆ ବସ୍ତୁଦ୍ୱାରା ଅଙ୍କିତ କରିବା ବା ଲେଖିବା
Example :
ସେ ମାର୍ବଲରେ ନିଜ ନାମ ଉତ୍କୀର୍ଣ୍ଣ କଲା
Synonyms : ଉତ୍କୀର୍ଣ୍ଣ କରିବା, ଖୋଦିତ କରିବା
Translation in other languages :
Make an incision into by carving or cutting.
incise