Subscribe
URL of the page has been copied to clipboard.
Meaning : ଖେଳିବା କାମ ଅନ୍ୟଦ୍ୱାରା କରାଇବା
Example : ସୀତା ଛୋଟପୁଅକୁ ବାପାଙ୍କଦ୍ୱାରା ଖେଳାଉଛି
Translation in other languages :हिन्दी
खेलाने का काम दूसरे से कराना।
Meaning : ଏକତ୍ରିତ ହୋଇଥିବା ବସ୍ତୁଆଦିକୁ ଏପଟ ସେପଟକରିବା ବା ଏପାଖ ସେପାଖ କରିବାପାଇଁ ଚେଷ୍ଟା କରିବା
Example : କୁକୁର ଅଳିଆଗଦାକୁ ଘାଣ୍ଟୁଛି
Synonyms : ଘାଣ୍ଟିବା
ढेर आदि को इधर-उधर करना या इधर-उधर करने की कोशिश करना।
Meaning : ଖେଳିବା ନିମନ୍ତେ ପ୍ରବୃତ୍ତ କରିବା
Example : ବୁଢାବାପା ନିଜ ନାତିକୁ ଖେଳାଉଛନ୍ତି
खेलने में प्रवृत्त करना।
Install App