Meaning : ସବୁବେଳେ ପ୍ରସନ୍ନ ରହୁଥିବା ଏବଂ ହସି ହସାଉଥିବା ଏବଂ ସଦାଚଞ୍ଚଳ ଥିବା ବ୍ୟକ୍ତି
Example :
ଖୁସିବାସିଆ ବ୍ୟକ୍ତିର ଜୀବନ ଆନନ୍ଦମୟ ହୋଇଥାଏ
Synonyms : ପ୍ରସନ୍ନଚିତ୍ତ, ହସକୁରା, ହସଖୁସିଆ
Translation in other languages :
सदा प्रसन्न रहने और हँसने-हँसानेवाला और सक्रिय।
ज़िंदादिल व्यक्ति का जीवन खुशियों से भरा होता है।